ଖୁବ ଶୀଘ୍ର ନୂଆ ଲୋକାୟୁକ୍ତ
ଖୁବ୍ ଶିଘ୍ର ଓଡ଼ଶାବାସୀ ଦେଖିବେ ନୂତନ ଲୋକାୟୁକ୍ତ ।
ଏନେଇ ସୂଚନା ଦେଇଛନ୍ତ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।
ଏ ନେଇ ବୈଠକ ବସିସାରିଛି ।
ଖୁବ ଶୀଘ୍ର ପ୍ରକ୍ରିୟା ସରିବ ।
ଦୀର୍ଘ ୨୪ ବର୍ଷ ଧରି ପୂର୍ବ ସରକାର ଯାହା କରିପାରିନଥିଲେ ତାହା ଆମେ ୨ ବର୍ଷ ମଧ୍ୟରେ କରି ଦେଖାଉଛୁ ।
୫ ବର୍ଷରେ ଯାହା କରିବୁ, ତାହା ବିରୋଧୀ କଳ୍ପନା ମଧ୍ୟ କରିନଥିବେ ବୋଲି ରାଜସ୍ୱ ମନ୍ତ୍ରୀ ସାମ୍ବାଦିକମାନଙ୍କୁ ଦୃଢ଼ର ସହିତ କହିଛନ୍ତି ।








