୫ଟି ବିଭାଗର ୧୧ ପ୍ରସ୍ତାବ କ୍ୟାବିନେଟ ବୈଠକରେ ପାରିତ
୪୦୦ କୋଟି ଟଂକାର ଅଟଳ ବସ ଷ୍ଟାଣ୍ଡ ଯୋଜନା ପାରିତ
ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆହୁତ ବୈଠକରେ ୫ଟି ବିଭାଗର ୧୧ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ପାରିତ କରିଥିବା ମୁଖ୍ୟ ଶାସନ ସଚିବ ଅନୁଗର୍ଗ କହିଛନ୍ତି ।
ଏହି ବୈଠକରେ ରାଜ୍ୟର ମୋହନ ସରକାର ୧୧ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି ।
ବୈଠକରେ ୩୪୦୦ କୋଟି ଟଂକାର ଅଟଳ ବସ ଷ୍ଟାଣ୍ଡ ଯୋଜନା ପାରିତ ହୋଇଛି ।
ଜଳସମ୍ପଦ ବିଭାଗର ୫ ଯୋଜନାକୁ ଅନୁମୋଦନ ମିଳିଛି ।