ଜେଲ ଗଲେ ସରପଂଚ ଚାମେଲି
ବିଡିଓଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ସରପଂଚ ଚାମେଲିଙ୍କୁୁ ଜେଲ ଯିବାକୁ ପଡ଼ିଛି ।
ଗିରଫ ପରେ ଜଣେ କାର୍ଯ୍ୟରତ ବିଡିଓଙ୍କୁ ଦୁର୍ବ୍ୟବହାର କରିଥିବା
ଅଭିଯୋଗରେ ତିଖିରି ସରପଂଚ ଚାମେଲି ଓଝାଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା ।
ଏସଡିଜେଏମ୍ କୋର୍ଟରେ ହାଜର ପରେ ମାନ୍ୟବର ଅଦାଲତଙ୍କୁ ନିର୍ଦେଶକ୍ରମେ ତାଙ୍କୁ ପୁଲିସ ଜେଲ ପଠାଇଛି ।
ତାଙ୍କ ବିରୋଧରେ ବିଡିଓଙ୍କୁ ଦୁର୍ବ୍ୟବହାର ସହ ପୁଲିସକୁ ଆକ୍ରମଣ ନେଇ ୨ଟି ମାମଲା ରହିଛି ।