ଏଯାଏଁ ୪ କୋଟିରୁ ଉର୍ଦ୍ଧ ଟଙ୍କା ଜବତ
ଗୁରୁବାର ଭିଜିଲାନ୍ସ ଟିମ୍ ଦେବବ୍ରତଙ୍କ କାର୍ଯ୍ୟାଳୟ ସମେତ ତାଙ୍କ ଘର ଏବଂ କଟକ, ଭୁବନେଶ୍ୱର ଓ କଟକର ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି ।
ସକାଳୁ ଦ୍ୱିପ୍ରହର ପର୍ଯ୍ୟନ୍ତ ପ୍ରାୟ ୪ କୋଟି ୩୦ ଲକ୍ଷ ଟଙ୍କା ଭିଜିଲାନ୍ସ ଅଧିକାରୀମାନେ ଜବତ କରିସାରିଛନ୍ତି ।
ଏଥିିସହ ୧୨୫ ଗ୍ରାମ୍ ସୁନା ଅଳଙ୍କାର, ବିଭିନ୍ନ ବ୍ୟାଙ୍କ ଜମା ଖାତା ମଧ୍ୟ ଜବତ ହୋଇଛି । ଏତେ ପରିମାଣର ଟଙ୍କା ଗଣିବା ପାଇଁ ଭିଜିଲାନ୍ସ ଅଧିକାରୀମାନେ ଟଙ୍କା ଗଣା ମେସିନର ସହାୟତା ନେଇଛନ୍ତି ।