ରଥଖଳାରେ ଚକ ଡେରା ନୀତି ସମ୍ପନ୍ନ
ପୁରୀ ରଥଖଳାରେ ଚକ ଡେରା ନୀତି ସମ୍ପନ୍ନ ହୋଇଛି ।
ଏନେଇ ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ଚକ ଡେରା ନୀତି କରାଯାଇଥିଲା ।
ଫଳରେ ୩ଟି ରଥର ଚକ ସହ ଅଖକୁ ସଂଯୋଗ କରାଯାଇଛି ବୋଲି ପୁରୀ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ପଷ୍ଟ ହୋଇଛି ।