ବାୟୁସେନାର ବିମାନ କ୍ରାସ
ଆସାମର ଜୋରହାଟରେ ଭାରତୀୟ ବାୟୁସେନାର ଏକ ବିମାନ ଆଜି କ୍ରାସ ହୋଇଯାଇଛି ।
ଭାରତୀୟ ବାୟୁସେନାର ଏଏନ-୩୨ ପଣ୍ୟବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ।
ଜୋରହାଟର ରୋରିଆ ବିମାନବନ୍ଦରରେ ଏହି ଦୁର୍ଘଟଣା ଘଟିଛି ।
ରୋରିଆ ପୂର୍ବ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଏୟାରଫୋର୍ସ ଷ୍ଟେସନ ।
ଏହି ଦୁର୍ଘଟଣାରେ ବିମାନର ପାଇଲଟଙ୍କ ମୃତ୍ୟୁ ହୋଇଥଇବା ଆଶଙ୍କା କରାଯାଉଛି ।