ବିଭିନ୍ନ ଅଂଚଳର ତ୍ରୁଟିପୂର୍ଣ୍ଣ ନାମର ସଂଶୋଧନ
ଓଡ଼ିଶାର ବିିଭିନ୍ନ ଅଂଚଳର ଇଂରାଜୀ ତ୍ରୁଟିପୂର୍ଣ୍ଣ ନାଁମର ସଂଶୋଧନ ହୋଇଛି ।
ରାଜ୍ୟ ସରକାରଙ୍କ ଏକ ଉଚ୍ଚସ୍ତରୀୟ କମିଟି ଦ୍ୱାରା ଏହି ପ୍ରସ୍ତାବ ଗୃହୀତ ହୋଇଛି ।
ବୈଠକରେ ସର୍ବସମ୍ମତି କ୍ରମେ ପ୍ରସ୍ତାବକୁ ଗୃହୀତ କରାଯାଇଛି । ଉଚ୍ଚସ୍ତରୀୟ କମିଯିରେ ଗୃହୀତ ହେଲା ପରେ ବିଭିନ୍ନ ଅଂଚଳର ନାମ ଇଂରାଜୀ ବନାନରେ ପରିବର୍ତନ ହୋଇଛି ।
କେବଳ ଏତିକି ନୁହେଁ, ରାଜ୍ୟର ଆହୁରି କେତେକ କ୍ଷେତ୍ରରେ ଅଂଚଳର ଇଂରାଜୀ ଉଚ୍ଚାରଣ ପରିବର୍ତନ କରାଯାଇଛି ।