ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ସୂଚୀ ଘୋଷିତ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦିନିକିଆ ଓଡ଼ିଶା ଗସ୍ତର ସୂଚୀ ପିଏମଓ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଛି ।
ତଦନୁଯାୟୀ, ଆସନ୍ତା ୨୦ ତାରିଖ ପୂର୍ବାହ୍ନ ୧୧ଟା ୫ରେ ପାହାଡ଼ପୁର ହେଲିପ୍ୟାଡ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓହ୍ଲାଇବେ ।
୧୧ଟା ୧୫ରେ ଗୋଷଣୀ ପୀଠରେ ପହଂଚିବେ, ଘଂଟାଏ ପାହାଡ଼ପୁରରେ ରହିବେ । ପରେ ୧୨ଟା ୫୫ ମିନିଟରେ ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତି କାର୍ଯ୍ୟକ୍ରମର ସଭାସ୍ଥଳରେ ଯୋଗ ଦେବେ ।