ଲୋକସଭାରେ ବନ୍ଦେ ମାତରମ ପାରିତ
ଲୋକସଭାରେ ବନ୍ଦେ ମାତରମ ବିଲ ପାରିତ ହୋଇଯାଇଛି ।
ବାଚନିକ ଭୋଟରେ ବନ୍ଦେ ମାତରମ ବିଲ ପାରିତ ହୋଇଛି ।
ଗତ ବୁଧବାର ରାଜ୍ୟସଭାରେ ବନ୍ଦେ ମାତରମ ବିଲ ପାରିତ ହୋଇଥିଲା ।
ଏଥିରେ ‘ବନ୍ଦେ ମାତରମ’କୁ ବିରୋଧ ବା ଅମାନ୍ୟ କଲେ ଦଣ୍ଡବିଧାନର ବ୍ୟବସ୍ଥା ରହିଛି ।
ବିଲ ପାରିତ ହେବା ପରେ ଲୋକସଭା ଆସନ୍ତା କାଲି ପର୍ଯ୍ୟନ୍ତ ମୁଲତବି ହୋଇ ରହିଛି ।








