ବିଜେପି ରାଜ୍ୟ ପଦାଧିକାରୀଙ୍କ ବୈଠକ
ପଂଚାୟତ ନିର୍ବାଚନ ଉପରେ ଫୋକସ
ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜେପି ରାଜ୍ୟ ପଦାଧିକାରୀଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପଂଚାୟତ ନିର୍ବାଚନ ନେଇ ବ୍ଲୁ ପି୍ରଂଟ ପ୍ରସ୍ତୁତ କରାଯାଇଛି ।
ଏଥିସହ ସାମ୍ପ୍ରତିକ ଓ ରାଜନୈତିକ ସ୍ଥିତି ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଛି । ବିଭିନ୍ନ ପ୍ରସଙ୍ଗ ଉପରେ ମଧ୍ୟ ଚର୍ଚ୍ଚା ହୋଇଛି ।