ନେତାଙ୍କୁ ଜିଲା ଯୋଜନା କମିଟି ଦାୟିତ୍ୱ
୩୦ ଜିଲା ପାଇଁ ଯୋଜନା କମିଟି ଗଠନ କରିଛନ୍ତି ରାଜ୍ୟ ସରକାର
ତଦନୁଯାୟୀ ଅନୁଗୋଳ ପାଇଁ ଅଶୋକ ମହାନ୍ତି, ବଲାଙ୍ଗିର ପାଇଁ ଲକ୍ଷ୍ମଣ ବାଗ, ବାଲେଶ୍ୱର ପାଇଁ ପଦ୍ମଲୋଚନ ପଣ୍ଡା, ବରଗଡ଼ ପାଇଁ ଅଶ୍ୱିନୀ କୁମାର ଷଡ଼ଙ୍ଗୀ, ଭଦ୍ରକ ପାଇଁ ସିତାଂଶୁ ଶେଖର ମହାପାତ୍ର, ବୌଦ୍ଧ ପାଇଁ କହ୍ନାଇ ଚରଣ ଡାଙ୍ଗ, କଟକ ପାଇଁ ଛବି ମଲିକ, ଦେବଗଡ଼ ପାଇଁ ମନ୍ତ୍ରୀ ସୁରେଶ ପୂଜାରୀ, ଢ଼େଙ୍କାନାଳ ପାଇଁ ସୀମାରାଣୀ ନାୟକ, ଗଜପତି ପାଇଁ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଗଞ୍ଜାମ ପାଇଁ ପୂର୍ଣ୍ଣଚନ୍ଦ୍ର ସେଠୀ, ଜଗତସିଂହପୁର ପାଇଁ ଅମରେନ୍ଦ୍ର ଦାସ, ଯାଜପୁର ପାଇଁ ଆକାଶ ଦାଶନାୟକ, ଝାରସୁଗୁଡ଼ା ପାଇଁ ଟଙ୍କଧର ତ୍ରିପାଠୀ, କେନ୍ଦ୍ରପଡ଼ା ପାଇଁ ଡ. ଦୁର୍ଗା ପ୍ରସନ୍ନ ନାୟକ, କେନ୍ଦୁଝର ପାଇଁ ଫକୀର ମୋହନ ନାଏକ, କଳାହାଣ୍ଡି ପାଇଁ ସୁଧିର ରଂଜନ ପାଟ୍ଟଯୋଶୀ, କନ୍ଧମାଳ ପାଇଁ ଉମା ଚରଣ ମଲ୍ଲିକ, ଖୋର୍ଦ୍ଧା ପାଇଁ ପ୍ରଶାନ୍ତ କୁମାର ଜଗଦେ୍ଦବ, କୋରାପୁଟ ପାଇଁ ରଘୁରାମ ମାଛ, ମାଲକାନଗିରି ପାଇଁ ନରସିଂହ ମାଡ଼କାମୀ, ମୟୁରଭଞ୍ଜ ପାଇଁ ଭାସ୍କର ମଢ଼େଇ, ସୁବଣ୍ଣପୁର ପାଇଁ ରଘୁନାଥ ଜଗଦଲା, ସୁନ୍ଦରଗଡ଼ ପାଇଁ ଦୁର୍ଗା ଚରଣ ତନ୍ତି, ରାୟଗଡ଼ା ପାଇଁ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସମ୍ବଲପୁର ପାଇଁ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରମୁଖଙ୍କ ଦକ୍ଷତା ଉପରେ ଭରସା ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେମାନଙ୍କୁ ଜିଲା ଯୋଜନା କମିଟିରେ ଅନ୍ତର୍ଭୁକ୍ତ କରିଛନ୍ତି ।