ଆସିଲା ସିବିଏସଇ ଦ୍ୱାଦଶ ରେଜଲ୍ଟ
ଆଜି ସିବିଏସଇ ଦ୍ୱାଦଶ ରେଜଲ୍ଟ ପ୍ରକାଶ ପାଇଛି । ସାରା ଦେଶରେ ୧୮.୫ ଲକ୍ଷ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଥିଲେ ।
ସେଥିମଧ୍ୟରୁ ୧୦ ଲକ୍ଷରୁ ଊଦ୍ଧ୍ୱର୍ ଛାତ୍ର ଓ ୮ ଲକ୍ଷରୁ ଊଦ୍ଧ୍ୱର୍ ଛାତ୍ରୀ ଥିବା ଜଣାପଡ଼ିଛି ।
ଛାତ୍ରଛାତ୍ରୀମାନେ results.cbse.nic.inରେ ସେମାନଙ୍କ ରେଜଲ୍ଟ ଦେଖିପାରିବେ ।
ବିଦ୍ୟାର୍ଥୀମାନେ ଡିଜିଲକର ଓ ଉମଙ୍ଗ ଆପରେ ମଧ୍ୟ ରେଜଲ୍ଟ ଦେଖିପାରିବେ ।