ଡାକ୍ତରଙ୍କୁ ପିଟିପିଟି ମାରିଦେଲେ
ମହାକାଳପଡ଼ାରେ ଥାନା ବାରଡ଼ାଙ୍ଗ ନାଉରୀ ସାହିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ।
ଏଥିରେ ୪ ଜଣଙ୍କୁ ପୁଲିସ ଅଟକ ରଖିଛି ପଚରାଉଚରା ଜାରି ରଖିଛି ।
ଏକ ଜମିବାଡ଼ି ବିବାଦରୁ ଡାକ୍ତରଙ୍କୁ ପିଟିପିଟି ମାରିଦେଇଛନ୍ତି କିଛି ଦୁର୍ବୃତ ।
ବଡ଼ଭାଇ ପରିବାର ଲୋକଙ୍କ ସଂଘବଦ୍ଧ ଆକ୍ରମଣରେ ସାନଭାଇଙ୍କ ମୃତ୍ୟୁ ଘଟିଛି ।
ମହାକାଳପଡ଼ା ଥାନା ବାରଡ଼ାଙ୍ଗ ନାଉରୀ ସାହିରେ ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ।
ପୁଲିସ ଏହି ଘଟଣାରେ ୪ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ।