ମେ ୨୭ରେ କେରଳ ଛୁଇଁବ ମୌସୁମୀ
ଚଳିତ ବର୍ଷ ଦକ୍ଷିଣ ମୌସୁମୀ ବାୟୁର ଆଗମନ ପାଇଁ ବିଶେଷ ଅପେକ୍ଷା କରିବାକୁ ପଡ଼ିବ ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଆକଳନ କରୁଛି ।
ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଚଳିତ ବର୍ଷ ମେ ୨୨ରୁ ୩୦ ତାରିଖ ମଧ୍ୟରେ ମୌସୁମୀ କେରଳ ଛୁଇଁପାରେ ।
ଯାହାଦ୍ୱାରା ପ୍ରବଳ ଗରମରୁ ରାଜ୍ୟବାସୀ କିଛିଟା ମୁକ୍ତି ପାଇବାର ସମ୍ଭାବନା ଦେଖାଦେଇଛି ।