ଆତଙ୍କୀ ହାଫିଜ ବିରୋଧରେ ମାମଲା
ବହୁ ଚର୍ଚ୍ଚିତ ୨୦୦୮ମୁମ୍ବାଇ ଆତଙ୍କୀ ହମଲାର ମାଷ୍ଟରମାଇଣ୍ଡ ତଥା ପାକିସ୍ତାନ ସମର୍ଥିତ ଓ ପ୍ରାୟୋଜିତ ଆତଙ୍କବାଦୀ ସୟଦ ହାଫିଜର ମୁସ୍କିଲ ବଢ଼ିବାରେ ଲାଗିଛି ।
ତା’ ବିରୋଧରେ ଦାଏର ମାମଲାର ଶୁଣାଣି ଆରମ୍ଭ ହୋଇସାରିଛି । ହାଫିଜ ସମେତ ୭ ପଳାତକ ପାକ୍ ଆତଙ୍କବାଦୀଙ୍କ ବିରୋଧରେ ମାମଲା ହୋଇଛି ।
୬ ଜଣଙ୍କ ଅନୁପସ୍ଥିତିରେ ମାମଲା ଆରମ୍ଭ କରିଛି ମୁମ୍ବାଇ ପୁଲିସ ।
ବିଏନଏସଏସ ଧାରା ୩୫୬ ଅନୁଯାୟୀ ମାମଲା ଆରମ୍ଭ କଲା ମୁମ୍ବାଇ ପୁଲିସ ।
ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ରହିଛି ଦଣ୍ଡ ବିଧାନ ବ୍ୟବସ୍ଥା ରହିଛି ।
୨୬/୧୧ ମୁମ୍ବାଇ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ହେଉଛି ହାଫିଜ ସୟିଦ ।







