ଜାପାନ ଏସୀୟ କ୍ରୀଡ଼ା ପାଇଁ ଭାରତୀୟ ଦଳ ଘୋଷିତ
ଭେଟେରାନ ବୁମରା ସହିତ ବିସ୍ମୟ ବୈଭବ ସାମିଲ
ଜାପାନରେ ହେବାକୁ ଥିବା ଏସୀୟ କ୍ରୀଡ଼ା ପାଇ ମଧ୍ୟ ଆଜି ବିସିସିଆଇ ପକ୍ଷରୁ ଭାରତୀୟ ଦଳର ଘୋଷଣା କରାଯାଇଛି ।
ଏଥିରେ ସିନିୟର ଦଳର ଜଶପ୍ରୀତ ବୁମରାଙ୍କୁ ସାମିଲ କରାଯଇଥିବାବେଳେ ବିସ୍ମୟ ବାଳକ ବୈଭବ ମଧ୍ୟ ଚୂଡ଼ାନ୍ତ ତାଲିକାରେ ସ୍ଥାନ ପାଇଛନ୍ତି ବୋଲି ମୁମ୍ବାଇରେ ଆୟୋଜିତ ବିସିସିଆଇର ବୈଠକରେ ସୂଚନା ଦିଆଯାଇଛି ।
ଘୋଷିତ ଦଳ : ଶ୍ରେୟସ ଆୟାର (ଅଧିନାୟକ), ତିଲକ ବର୍ମା (ଉପଅଧିନାୟକ), ସଞ୍ଜୁ ସାମସନ ଓ ଇଷାନ କିଷନ (ଉଭୟ ୱିକେଟକିପର), ବୈଭବ ସୂର୍ଯ୍ୟବଂଶୀ, ଶିବମ ଦୁବେ, ନୀତିଶ ରେଡ୍ଡୀ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ବରୁଣ ଚର୍କବର୍ତୀ, ରବି ବିଷ୍ଣୋଇ, ହର୍ଷିତ ରାଣା, ଜଶପ୍ରୀତ ବୁମରା ଓ ଅର୍ଶଦୀପ ସିଂହ ।