ପାକିସ୍ତାନ ଲିଙ୍କ : ୭ ଦୋଷୀଙ୍କୁ ଜେଲ
ପାକିସ୍ତାନୀ ଏଜେଂଟ ତଥ୍ୟ ଲିକ୍ ଘଟଣାରେ ୭ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି ।
ଓଟିପି ସେୟାରିଂ ମାମଲାରେ ୭ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଦୋଷୀଙ୍କୁ ୩ବର୍ଷ ଲେଖାଁ ଜେଲ ଦଣ୍ଡାଦେଶ ଭୁବନେଶ୍ୱର ଏସଡିଜେଏମ କୋର୍ଟ ଶୁଣାଇଛନ୍ତି ।
୫୬ଟି ଦସ୍ତାବିଜ ଓ ୧୧ଟି ସାକ୍ଷ୍ୟ ଆଧାରରେ ଦଣ୍ଡାଦେଶ ହୋଇଛି । ଏହି ଅଭିଯୁକ୍ତମାନେ କିଛି ଟଙ୍କା ପାଇଁ ଭାରତର କିଛି ଗୋପନୀୟତାକୁ ପାକିସ୍ତାନରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି ।
ଏହି ସିମକୁ ସାଇବର ଆଟାକରେ ବ୍ୟବହାର କରାଯାଉଥିଲା ।