ମହଙ୍ଗା ପଡ଼ିଲା ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଲେ ଇସ୍ତଫା
ଡାକ୍ତରୀ ପାଠ ପଢ଼ିବା ପାଇଁ ପ୍ରବେଶିକା ପରୀକ୍ଷା ନିମନ୍ତେ ହୋଇଥିବା ନିଟ-ୟୁଜି ପରୀକ୍ଷାର ପ୍ରଶ୍ନପତ୍ର ଲିକ୍କୁ ନେଇ ଦୀର୍ଘ ୨ ସପ୍ତାହରୁ ଅଧିକ ଦିନ ଧରି ରାଜଧାନୀ ଦିଲ୍ଲୀ ଠାରେ କକ୍ରୋଚ ଜନତା ପାର୍ଟି (ସିଜେପି)ର ଆନ୍ଦୋଳନ ଶେଷରେ ସାର୍ଥକ ହୋଇଛି ।
ଏହି ବିରାଟ ତ୍ରୁଟି ପାଇଁ ସେମାନେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିଥିଲେ ।
ଯାହାକୁ ଗୁରୁତର ସହ କେନ୍ଦ୍ରର ମୋଦି ସରକାର ନେଇ ଶନିବାର ପର୍ଯ୍ୟନ୍ତ ମହଲତ ନେଇଥିଲେ ।
ଆଜି ଶେଷରେ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ବିଜୟ ହୋଇଛି ।
ନୈତିକତା ଦୃଷ୍ଟିରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି ।








