ବିଜେପି ସାଂସଦଙ୍କ ପାଇଁ ହ୍ୱିପ ଜାରି
ଆସନ୍ତା କାଲି ଠାରୁ ପାର୍ଲାମେଂଟର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବ ।
ଏଥରେ ଉପସ୍ଥିତ ରହିବା ପାଇଁ ବିଜେପି ପକ୍ଷରୁ ସମସ୍ତ ସାଂସଦଙ୍କ ପାଇଁ ହ୍ୱିପ ଜାରି କରାଯାଇଛି
। ଏଥିରେ ଆସିପାରେ ମହିଳା ସଂରକ୍ଷଣ ବିଲ । ଏଣୁ ଆସନ୍ତା ୧୬ରୁ ୨୩ ତାରିଖ ପର୍ଯ୍ୟନ୍ତ ସଂସଦରେ ଉପସ୍ଥିତ ରହିବା ପାଇଁ ସମସ୍ତ ସଂସଦଙ୍କ ପାଇଁ ଦଳ ପକ୍ଷରୁ ହ୍ୱିପ ଜାରି କରାଯାଇଛି ।