ବାଲିଅନ୍ତା ସୌମ୍ୟ ହତ୍ୟା ମାମଲା
ସାଙ୍ଗ ଓମଙ୍କ ଲାଏ ଡିଟେକ୍ସନ ଟେଷ୍ଟ
ବହୁ ଚର୍ଚ୍ଚିତ ବାଲିଅନ୍ତା ଜିଆରପି କନେଷ୍ଟବଳ ସୌମ୍ୟରଞ୍ଜନ ସ୍ୱାଇଁ ହତ୍ୟାକାଣ୍ଡ ମାମଲାରେ ଏକ ନୂଆ ମୋଡ଼ ଆସିଛି ।
ମୃତ ସୌମ୍ୟଙ୍କ ପରିବାର ପକ୍ଷରୁ କରାଯାଇଥିବା ଅଭିଯୋଗ ଆଧାରରେ ଘଟଣାଦିନ ଘଟଣାସ୍ଥଳରେ ସୌମ୍ୟଙ୍କ ସହ ଉପସ୍ଥିତ ଥିବା ତାଙ୍କ ଓମଙ୍କ ଶୁକ୍ରବାର ପୁଲିସ ଲାଏ ଡିଟେକ୍ସନ ଟେଷ୍ଟ କରିଛି ।
ଏସଏଫଏସଏଲରେ କ୍ରାଇମବ୍ରାଂଚର କଡ଼ା ସୁରକ୍ଷା ଭିତରେ ଚାଲିଛି ଓମଙ୍କ ଲାଏ ଡିଟେକ୍ସନ ଟେଷ୍ଟ ।
ପୁ୍ଅ ସୌମ୍ୟଙ୍କ ହତ୍ୟା ପଛରେ ଓମର ହାତ ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।