ଲଭ-ସେକ୍ସ-ଧୋକା : ଏସଆଇ ଅଟକ
ପୁଣି ଖାକିରେ ଲାଗିଛି ଦାଗ ।
ବାରିପଦା ଟାଉନ ଥାନା ଏସଆଇ ପ୍ରଭାତ ନାୟକଙ୍କ ବିରୋଧରେ ଲଭ-ସେକ୍ସ ଓ ଧୋକା ଭଳି ଅଭିଯୋଗ ହୋଇଛି ।
ବିବାହର ପ୍ରତିଶ୍ରୁତି ଦେଇ ପ୍ରଭାତ ଜନୈକା ଯୁବତୀଙ୍କୁ ପ୍ରତାରଣା କରିଥିବା ଅଭିଯୋଗରେ ଉଲ୍ଲେଖ ହୋଇଛି ।
ଏନେଇ ବାରିପଦା ଟାଉନ ଥାନାରେ ୭ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି ।
ବାରିପଦା ଟାଉନ ଥାନା ଏହି ଅଭିଯୋଗକୁ ଗ୍ରହଣ କରି ଏସଆଇ ଶ୍ରୀ ନାୟକଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ।
।








