ଖରା ପାଇଁ ସରକାରୀ କଟକଣା
ମାର୍ଚର୍ ୨୩ ତାରିଖରୁ ସୂର୍ଯ୍ୟଦେବ ତାଙ୍କ ପ୍ରକୋପ ଦେଖାଇବା ଆରମ୍ଭ କରିସାରିଲେଣି ।
ଏଣୁ ସମ୍ଭାବ୍ୟ ଅଂଶୁଘାତକୁ ଏଡ଼ାଇବା ପାଇଁ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି ।
ତଦନୁଯାୟୀ ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ କୌଣସି ନିର୍ମାଣ କାର୍ଯ୍ୟ କରାଯିବନି ବୋଲି ରାଜ୍ୟର ମୋହନ ସରକାର କଟକଣା ଜାରି କରିଛନ୍ତି ।
ଏହି କଟକଣା ବଳବତର ରହିବ ବୋଲି ରାଜ୍ୟ ସରକାର ନିର୍ଦେଶ ଜାରି କରିଛନ୍ତି ।