ସାତ କ୍ୱିଂଟାଲ ଗଞ୍ଜେଇ ଜବତ
ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ଥାନା ଅନ୍ତର୍ଗତ ସୁଲିଆ ନିକଟ ଗୁଜାରେଠାରେ ଦୀର୍ଘ ଦିନ ହେବ ବେଆଇନ ଗଞ୍ଜେଇ ବେପାର ଚାଲି ଥିବାର ଆଜି ଖବର ପ୍ଧବ ପୁଲିସ ୭ କ୍ୱିଂଟାଲରୁ ଅଧିକ ଗଞ୍ଜେଇ ଜବତ କରିଛି ।
କାର, ଟ୍ରକ, ବାଇକ, ପିକଅପ ଗାଡ଼ିକୁ ଜବତ କରି ତଦନ୍ତ ଚଳାଇଛି ।