ସୋରରେ ୯୮୯ ସିଲିଣ୍ଡର ଜବତ
ଗ୍ୟାସ ଏଜେନ୍ସି ଉପରେ ରେଡ
ସୋରରେ ୯୮୯ ସିଲିଣ୍ଡର ଜବତ
ସୋରର ଏକ ଗ୍ୟାସ ସିଲିଣ୍ଡର ଏଜେନ୍ସି ଉପରେ ରେଡ୍ ମାରିଛନ୍ତି ଯୋଗାଣ ବିଭାଗ ଅଧିକାରୀ ଓ ପୁଲିସ ।
ଏହି ଚଢ଼ଉବେଳେ ସେଠାରୁ ୯୮୯ଟି ଏଲପିଜି ସିଲିଣ୍ଡରକୁ ଜବତ କରାଯାଇଛି ।
ସୂଚନାପାଇ ବାଲେଶ୍ୱର ଯୋଗାଣ ବିଭାଗ ଅଧିକାରୀ ପୁଲିସ ସହାୟତାରେ ସୋରସ୍ଥିତ ଏକ ଗୋଦାମ ଘର ଉପରେ ଚଢ଼ଉ କରିଥିଲେ ।
ଏହି ଚଢ଼ଉବେଳେ ସେଠାରୁ ଗ୍ୟାସ ଭର୍ତି ୯୮୯ଟି ସିଲିଣ୍ଡକୁ ଜବତ କରିଛନ୍ତି ।