ସଡ଼କ ଦୁର୍ଘଟଣାରେ ୯ ମୃତ
ଉତରପ୍ରଦେଶର ପିଲିଭୀତ ବସ୍ତି ୭୩୦ ନମ୍ବର ଜାତୀୟ ରାଜପଥର ସିସାଇଆ ନିକଟରେ ସୋମବାର ସକାଳେ ଏକ ଦ୍ରୁତଗାମୀ ଟ୍ରକ ଏବଂ ଯାତ୍ରୀ ।ପଇଁ ଭର୍ତି ଟାଟା ମ୍ୟାଜିକ ଭ୍ୟାନ ମୁହାଁମୁହିଁ ଧକ୍କା ହୋଇଛି ।
ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ମ୍ୟାଜକ ଭ୍ୟାନଟି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି ।
ଦୁର୍ଘଟଣାରେ ୯ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।
ଜଣାପଡ଼ିଛି ଯେ ପ୍ରାଥମିକ ଚିକିତ୍ସା ପରେ ଆହତମାନଙ୍କୁ ଜିଲା ହାସପାତାଳକୁ ପଠାଯାଇଛି ।