ସିଏଚଏସଇ ମାର୍କ ତାଲିକାରେ ବଡ଼ ତ୍ରୁଟି
୧୦୦ ମାର୍କ ପରୀକ୍ଷାରେ ଆସିଲା ୧୦୨ ନମ୍ବର
ନିକଟରେ ପ୍ରକାଶ ପାଇଥିବା ସିଏଚଏସଇ ପରୀକ୍ଷାର ମାର୍କ ତାଲିକାରେ ଏକ ବଡ଼ ତ୍ରୁଟି ସାମ୍ନାକୁ ଆସିଛି । ୧୦୦ ମାର୍କର ପରୀକ୍ଷାରେ ଆସିଛି ୧୦୨ ନମ୍ବର ।
ଏଭଳି ତ୍ରୁଟି ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଇଂରାଜୀ ବିଷୟର ମାର୍କ ଗଣନା ସମୟରେ ଘଟିଥିବା ଜଣାପଡ଼ିଥିବା ଅଧ୍ୟକ୍ଷ ଚିରଞ୍ଜିବୀ ମହାପାତ୍ର ସ୍ୱୀକାର କରିଛନ୍ତି ।