ଆଥଲେଟିକ ଫେଡେରେସନ କପ
ନ୍ୟାସନାଲ ରେକର୍ଡ ସହ ଗୁରିନ୍ଦରବୀରଙ୍କୁ ସ୍ୱର୍ଣ୍ଣ
ଆଥଲେଟିକ୍ସ ଫେଡେରେସନ କପ୍ରେ ଆଥଲେଟ୍ ଗୁରିନ୍ଦରବୀର ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।
ପୂର୍ବରୁ ଥିବା ୧୦.୦୯ ସେକେଣ୍ଡର ଟାଇମିଂ ସହ ସେ ଜାତୀୟ ରେକର୍ଡକୁ ଭାଙ୍ଗିଛନ୍ତି ।
ଏହି ପ୍ରତିଯୋଗିତାରେ ପୂର୍ବରୁ ଅନିମେଶ କୁଜୁରଙ୍କ ନାଁରେ ଥିବା କେରର୍ଡ ଭାଙ୍ଗିଛନ୍ତି ଗୁରିନ୍ଦରବୀର ।
୧୦.୨୦ ସେକେଣ୍ଡର ଟାଇମିଂ ସହ ଅନିମେଶଙ୍କ ରେକର୍ଡ ଭାଙ୍ଗିଛନ୍ତି ଗୁରିନ୍ଦରବୀର