ପାକିସ୍ତାନରେ ଆତ୍ମଘାତୀ ହମଲା
୨୬ ମୃତ, ୭୦ରୁ ଅଧିକ ଆହତ
ପାକିସ୍ତାନର କ୍ୱେଟାରେ ଆତ୍ମଘାତୀ ବିସ୍ଫୋରଣ ଘଟି ବହୁ ଧନଜୀବନ ହାନି ହୋଇଛି ।
ଏହି ବିସ୍ଫୋରଣରେ ୨୬ ଜଣଙ୍କ ମୃତ୍ୟୁ ଘଟିଥବାବେଳେ ୨୭ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି ।
ଆହତଙ୍କୁ ମେଡିକାଲରେ ଭର୍ତି କରାଯିବା ସହ ସେଠାରେ ସେନା ଓ ପୁଲିସ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଚାଲିଛି ।
ସନ୍ଦିଗ୍ଧ ଆତଙ୍କବାଦୀ ଜଣକ ଆତ୍ମଘାତୀ ବିସ୍ଫୋରଣ ଜରିଆରେ ସେହି ସମୟରେ ଯିବାକୁ ଥିବା ଟ୍ରେନକୁ ଟାର୍ଗେଟ କରିଥିଲେ ।