ଏମସ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ
ଏମସ କର୍ମଚାରୀଙ୍କୁ କିଛି ଦୁର୍ବୃତ ମରଣାନ୍ତକ ଆକ୍ରମଣ କରିଛନ୍ତି । ଭୁବନେଶ୍ୱର ପାତ୍ରପଡ଼ା ବସଷ୍ଟାଣ୍ଡରେ ଏମସ କର୍ମଚାରୀ ତଥା ଏମସ ନର୍ସିଂ ଆସୋସିଏସନ ସଭାପତି ରମେଶ ପକୁନୁପତିଙ୍କୁ କିଛି ଦୁର୍ବୃତ ମରଣାନ୍ତକ ଆକ୍ରମଣ କରିଛନ୍ତି ।
ପାତ୍ରପଡ଼ା ବସଷ୍ଟାଣ୍ଡରେ ଏମସ କର୍ମଚାରୀ ଶ୍ରୀ ପକୁନୁପତିଙ୍କୁ ୬ ଜଣ ଦୁର୍ବୃତ ଆକ୍ରମଣ କରି ଲହୁଲୁହାଣ କରିଦେଇ ଫେରାର ହୋଇଯାଇଥିଲେ ।
ତେବେ ଖବର ପାଇ ପୁଲିସ ତାଙ୍କୁ ଚିକିତ୍ସା ପାଇଁ ଏମ୍ସରେ ଭର୍ତି କରିଥିବାବେଳ ଆକ୍ରମଣର କାରଣ ଜଣାପଡ଼ିପାରି ନାର୍ହି ।