କୋଇଲା ଖଣିରେ ଗୋଷ୍ଠୀ ସଂଘର୍ଷ
ସୁନ୍ଦରଗଡ଼ସ୍ଥିତ ମହାନଦୀ କୋଲ୍ଡ ଫିଲ୍ଡ (ଏମସିଏଲ) କୋଇଲା ଖଣିରେ ଗୋଷ୍ଠୀ ସଂଘର୍ଷ ଘଟିଛି ।
କୋଇଲା ଲୋଡିଂକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି ।
ଖବରପାଇ ପୁଲିସ ଘଟଣାସ୍ଥଳରେ ପହଂଚିଥିବାବେଳେ କିଛି ଲୋକଙ୍କ ପଥରମାଡ଼ରେ ଜଣେ ଏସଆଇ ଓ ଜଣେ କନେଷ୍ଟବଳ ଗୁରୁତର ହୋଇଛନ୍ତି ।