ପଞ୍ଜାବ ନିକଟରୁ ହାରିଲା ହାଇଦ୍ରାବାଦ
ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)-୨୬ର ସପ୍ତଦଶ ମ୍ୟାଚରେ ପଞ୍ଜାବ କିଙ୍ଗସ ନିକଟରୁ ସନରାଇଜର୍ସ ହାଇଦ୍ରାବାଦ ପରାସ୍ତ ହୋଇଛି ।
ଚଣ୍ଡିଗଡ଼ରେ ଖେଳାଯାଇଥିବା ଏହି ମ୍ୟାଚକୁ ପଞ୍ଜାମ ୬ ୱିକେଟରେ ଜିତିଛି ।
ଘରୋଇ ପଞ୍ଜାବ ଦଳ ୨୨୦ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା ।
ଶ୍ରେୟସ ଆୟରଙ୍କ ନେତୃତ୍ୱରେ ପଞ୍ଜାବ ୧୮.୫ ଓଭରରେ ୪ଟି ୱିକେଟ ହରାଇ ୨୨୩ରନ କରିଛି ।
ପଞ୍ଜାବର ତିନିଜଣ ବ୍ୟାଟସ ମ୍ୟାନ ଅର୍ଦ୍ଧଶତକ କରିଛନ୍ତି ।