ସଂସଦୀୟ ଦଳ ନେତା ପଦରୁ ସସ୍ମିତଙ୍କ ଇସ୍ତଫା
ବିଜେପି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ର ଇସ୍ତଫା ଦେଇଥିବା ଜଣାପଡ଼ିଛି ।
ସେ ତାଙ୍କ ଇସ୍ତଫା ପତ୍ର ବିଜେପି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଥିଲେ ।
ସସ୍ମିତଙ୍କ ଏହି ଇସ୍ତଫା ଦ୍ୱାରା ରାଜ୍ୟ ବିଜେଡି ସଂସଦୀ ଦଳରେ ଫାଟ ସୃଷ୍ଟି ହୋଇଥିବା ଅନେକେ ଆଲୋଚନା କରିବା ଆରମ୍ଭ କରିଛନ୍ତି ।
ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ ସଂସଦୀୟ ଦଳ ନେତା ନସରୁ ସସ୍ମିତଙ୍କୁ ହଟାଇବା ପାଇଁ କିଛି ସାଂସଦ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ଚିଠି ଲେଖିିଥିଲେ ।
ଯାହାକୁ କେନ୍ଦ୍ର କରି ଏଭଳି ସସ୍ମିତ ଏଭଳି ପଦକ୍ଷେପ ଗ୍ରହଣ କରିଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି ।