ପଂଚାୟତ ନିର୍ବାଚନରେ ହେବନି ମେଂଟ : ଭକ୍ତ ଦାସ
ରାଜ୍ୟ ପଂଚାୟତ ନିର୍ବାଚନରେ ବିଜେଡି ସହ ମେଂଟ ହେବନାହିଁ ।
କଂଗ୍ରେସ ଏକାକୀ ଲଢ଼ିବ ।
ମଙ୍ଗଳବାର ଏ ନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ ।
ଦଳ ଭିତରେ ମେଂଟକୁ ନେଇ ଅସନ୍ତୋଷ ଦେଖାଦେବାରୁ ଏଭଳି ନିଷ୍ପତି ନିଆଯାଇଥିବା ଶ୍ରୀ ଦାସ କହିଛନ୍ତି ।