ଭେନେଜୁଏଲାରେ ଭୂକମ୍ପର ତାଣ୍ଡବ
୧୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିବା ନେଇ ଆଶଙ୍କା
ଭେନେଜୁଏଲାରେ ବଡ଼ ଧରଣର ଭୂକମ୍ପ ହୋଇଛି ।
ଏଥିରେ ପ୍ରାୟ ୧୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିବା ନେଇ ଆଶଙ୍କା କରାଯାଉଛି ।
ମାତ୍ର ୪୫ ସେକେଣ୍ଡ ମଧ୍ୟରେ ଦୁଇ ଦୁଇଟି କମ୍ପନ ଅନୁଭୂତ ହୋଇଥିଲା ।
ରିକ୍ଟର ସ୍କେଲରେ ଏହାର ତୀବ୍ରତା ଯଥାକ୍ରମେ ୭.୫ ଓ ୭.୧ ରେକର୍ଡ କରାଯାଇଛି ।
ଏହି ଭୂକମ୍ପ ଯୋଗୁଁ ଭେନେଜୁଏଲାରେ ଅନେକ କୋଠାବାଡ଼ି ଭାଙ୍ଗି ମାଟିରେ ମିଶିଯାଇଥିବାବେଳେ ଏଥିରେ ପ୍ରାୟ ୧୦ ହଜାରରୁ ଅଧିକ ଲୋକ ମରିଥିବା ଜଣାପଡ଼ିଛି ।
ଭୂକମ୍ପ ସମୟର ଲୋକେ ଭୟରେ ବାହାରକୁ ପଳାଇ ଆସିଥିଲେ ।