ମାଡ଼ି ଆସୁଛି ସୁପର ଏଲନିନୋ !
ବଦଳୁଛି ପ୍ରକୃତି, କେଉଁଠି ବନ୍ୟା ତ କେଉଁଠି ମରୁଡ଼ି
ଆଗକୁ ମାଡ଼ି ଆସୁଛି ସୁପରି ଏଲନିନୋ ।
ଏହା ଦ୍ୱାରା ସାଂଘାତିକ ଭାବେ ପ୍ରଭାବିତ ହେବ ବିଶ୍ୱ ପାଣିପାଗ ।
ଏହି ସୁପର ଏଲନିନୋ ଯୋଗୁଁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟ ୁ ପ୍ରଭାବିତ ହେଉଛି ।
ଫଳରେ ସମୁଦ୍ର ପତନର ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି ।
ଯଦ୍ୱାରା କେଉଁଠି ଭୟଙ୍କର ବନ୍ୟା ହେବ ତ କେଉଁଠି ପୁଣି ମରୁଡ଼ି ।
ଏହି ସୁପର ଏଲନିନୋ ପ୍ରଭାବରେ ଏକାସାଙ୍ଗରେ ବନ୍ୟା ଓ ମରୁୁଡ଼ି ଦେଖାଯିବ ।