ବ୍ରିଟେନରେ ଶିଶୁଙ୍କୁ ସୋସିଆଲ ମିଡିଆ ମନା
ବ୍ରିଟେନରେ ୧୬ ବର୍ଷରୁ କମ ଶିଶୁଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି ।
ଏ ସଂକ୍ରାନ୍ତରେ ବ୍ରିଟେନର ପ୍ରଧାନମନ୍ତ୍ରୀ ନିର୍ଦେଶ ଜାରି କରିଛନ୍ତି ।
ତେବେ ଏହି କଟକଣା ଆସନ୍ତା ୨୦୨୭ରୁ ଲାଗୁ ହେବ ବୋଲି ପ୍ରଧାନମନ୍ତ୍ରୀ ଷ୍ଟାରମର ସ୍ପଷ୍ଟ କରିଛନ୍ତି ।
ତେବେ ଶିଶୁଙ୍କ ଉପରେ ସୋସିଆଲ ମିଡିଆ ଉପରେ କଟକଣା ଲଗାଇବାରେ ବ୍ରିଟେନ ହେଉଛି ୪ର୍ଥ ରାଷ୍ଟ୍ର ।