ଋଷିଆ ଅଗ୍ନିକାଣ୍ଡରେ ୨ ଓଡ଼ିଆ ମୃତ
ଋଷିଆର ଆମୁର ଗ୍ୟାସ ପ୍ଲାଂଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି ।
ନିମିଷକେ ପ୍ଲାଂଟଟି ନିଅାଁ ପିଣ୍ଡୁଳାରେ ପରିଣତ ହୋଇଯାଇଥିଲା ।
ଏହି ଅଗ୍ନିକାଣ୍ଡରେ ୨ ଜଣ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ ଶତାଧିକ ଆହତ ହୋଇଥିବା ଜଣାପଡ଼ିଛି ।
ଉକ୍ତ ପ୍ଲାଂଟରେ ପ୍ରାୟ ହଜାରରେ ଊଦ୍ଧ୍ୱର୍ ଓଡ଼ିଆ ଶ୍ରମିକ କାମ କରୁଥିଲେ ।
ତେବେ ଅଗ୍ନିକାଣ୍ଡର ସଠିକ କାରଣ ସ୍ପଷ୍ଟ ହୋଇପାରି ନାହିଁ ।








