ଲସ୍କର ଆତଙ୍କବାଦୀ ସବିର ଅହମ୍ମଦ ଲୋନ ଗିରଫ
ଦିଲ୍ଲୀ ସୁରକ୍ଷା ଏଜେନ୍ସିକୁ ବଡ଼ ସଫଳତା ମିଳିଥିବା ପରିଲକ୍ଷିତ ହୁଏ ।
ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ ଏବଂ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ଦିଲ୍ଲୀ ସୀମାରୁ ସବିର ଅହମ୍ମଦ ଲୋନ ନାମକ ଜଣେ ଆତଙ୍କାବୀଦକୁ ଗିରଫ କରିଛି ।
ମିଳିଥିବା ସୁଚନା ଅନୁସାରେ ସବିର ବାଂଲାଦେଶରେ ରହି ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇର ନିର୍ଦେ୍ଶରେ ନୂନ ମଡ୍ରୁଲ ପ୍ରସ୍ତୁତ କରୁଥିଲା ତଦନ୍ତ ଏନ୍ମେନ୍ସିଗୁଡ଼ିକ ତାକୁ ପଚରାଉଚରା କରୁଛନ୍ତି ।
ତାକୁ ଦିଲ୍ଳୀ ପୁଲିସ ସ୍ପେଶାଲ ସେଲ୍/ଏନ୍ଡିଆର ଟିମ ଗିରଫ କରିଛି ।
ଦିଲ୍ଲୀ ଓ କଲକାତାର ଅନେକ ସ୍ଥାନରେ ଭାରତ ବିରରୋଧୀ ପୋଷ୍ଟର ଲଗାଯାଇଥିଲା ।