ମେଟାରୁ ୮ହଜାର କର୍ମଚାରୀ ଛଟେଇ
ବିଶ୍ୱର ପ୍ରମୁଖ ସୋସିଆଲ ମିଡ଼ିଆ କମ୍ପାନୀ ‘ମେଟା’ ପକ୍ଷରୁ ପୁଣି ଥରେ ବଡ଼ ଧରଣର କର୍ମଚାରୀ ଛଟେଇ ପ୍ରକ୍ରିୟା ଆରମ୍ଭ ହୋଇଛି ।
ଏହି ନୂତନ ପଦକ୍ଷେପ ଦ୍ୱାରା କମ୍ପାନୀର ବିଶ୍ୱସ୍ତରୀୟ କାର୍ଯ୍ୟବଳର ପ୍ରାୟ ୧୦ ପ୍ରତିଶତ ଅର୍ଥାତ୍ ୮ହଜାର କର୍ମଚାରୀ ପ୍ରଭାବିତ ହେବେ ବୋଲି ଜଣାପଡ଼ିଛି ।