ଇଟାଲିରେ ଭୂମିକମ୍ପ
ଦକ୍ଷିଣ ଇଟାଲିର ଉପକୂଳବର୍ତୀ ଅଂଚଳରେ ମଙ୍ଗଳବାର ସକାଳେ ପ୍ରବଳ ଭୂମିକମ୍ପ ଅନୁଭୂତ ହୋଇଛି ।
ଜର୍ମାନ ରିସର୍ଚ ସେଂଟର ଫର ଜିଓସାଇନ୍ସ ଅନୁଯାୟୀ, ଭୂମିକମ୍ପର ତୀବ୍ରତା ରିକ୍ଟର ସେକ୍କଲରେ ୬.୧ ଥିଲା ।
ବର୍ତମାନ କୌଣସି କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ । ଜର୍ମାନ ରିସର୍ଚ ସେଂଟର ଫର ଜିଓସାଇନ୍ସ ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ପ୍ରାୟ ୨୫୩ କିଲୋିଟର ଗଭୀରତାରେ ଅବସ୍ଥିତ ଥିଲା ।