ବଂଚିଛି ବିଶ୍ୱର ବୟସ୍କ କଇଁଛ ‘ଜୋନାଥନ’
ଜୋନାଥନକୁ ଏବେ ୧୯୩ ବର୍ଷ ବୟସ
ବିଶ୍ୱର ସବୁଠାରୁ ବୟସ୍କ ଜଳଚର ଜୀବ କଇଁଛ ଜୋନାଥନ ବଂଚିଛି ।
ପୂର୍ବରୁ ବିଭିନ୍ନ ସୋସିଆଲ ମିଡିଆରେ ଜୋନାଥନର ମୃତୁ୍ୟକୁ ନେଇ ଖବର ପ୍ରଚାରିତ ହୋଇଥିଲା ।
ମାତ୍ର ଏ ସମସ୍ତ ଖବର ଗୁଜବ ।
ଜୋନାଥନ ବଂଚିଛି ବୋଲି ସେଂଟ ହେଲେନା ଦ୍ୱୀପର ଗଭର୍ଣ୍ଣର ନିଜେଲ ଫିଲିପ୍ସ କହିଛନ୍ତି ।
ଜୋନାଥନକୁ ଏବେ ୧୯୩ ବର୍ଷ ବୟସ ।
୨୦୨୪ରେ ବିଶ୍ୱର ସବୁଠାରୁ ବୟସ୍କ ପ୍ରାଣୀର ମାନ୍ୟତା ମିଳିିଥିଲା ।
ତେବେ ପୃଥିବୀରେ ବେଶି ବର୍ଷ ବଂଚୁଥିବା ପ୍ରାଣୀ ହେଉଛି ତିମି ମାଛ । କାରଣ ତିମି ମାଛ ପ୍ରାୟ ୨ଶହ ବର୍ଷ ପର୍ଯ୍ୟନ୍ତ ବଂଚିପାରେ ।